Himansu Khatua

Himansu Khatua Himansu Sekhar Khatua is an Indian director, educationalist,and journalist. He directed the winning movies Sunya Swaroop and in 1996 and 2005 respectively.

He is the chairman of Biju Pattnaik film & TV. Institute Of Odisha .

04/03/2026
ଓଡ଼ିଆ ଚଳଚ୍ଚିତ୍ର 'ମହିମା ଅଲେଖ' ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ କୋଲକାତାରେ ପ୍ରଦର୍ଶିତ ହେବ ଯାହା ଆମ ଓଡ଼ିଶା ପାଇଁ ଏକ ଗର୍ବ ଏବଂ ...
27/02/2026

ଓଡ଼ିଆ ଚଳଚ୍ଚିତ୍ର 'ମହିମା ଅଲେଖ' ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ କୋଲକାତାରେ ପ୍ରଦର୍ଶିତ ହେବ ଯାହା ଆମ ଓଡ଼ିଶା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ।ଏହି ଚଳଚ୍ଚିତ୍ରଟି ପୂର୍ବରୁ ଅନେକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ଗୁଡ଼ାଏ ସଫଳତା ପାଇଛି ,ଏଥିପାଇଁ ମୁଁ ଏବଂ ମୋ ଟିମ ସମସ୍ତଙ୍କ ନିକଟରେ ଚିର କୃତଜ୍ଞ ,ଏହି ଚଳଚ୍ଚିତ୍ରଟି ଆହୁରି ଅନେକ ସଫଳତାର ଶିଡି ଅତିକ୍ରମ କରିବ ବୋଲି ଆମର ଆଶା ଓ ବିଶ୍ୱାସ ।

We are proud to announce that our documentary, Mahima Alekha, has been selected for the official competition at the Beng...
24/02/2026

We are proud to announce that our documentary, Mahima Alekha, has been selected for the official competition at the Bengal International Short and Documentary Film Festival .

ମୋର ପୁରାତନ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ସାଉଣ୍ଡ ବିଭାଗର ଛାତ୍ର ସମୀର ପାତ୍ରଙ୍କ ବିୟୋଗରେ ମୁଁ ମର୍ମାହତ ।ଜଣେ ଓଡ଼ି...
27/01/2026

ମୋର ପୁରାତନ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ସାଉଣ୍ଡ ବିଭାଗର ଛାତ୍ର ସମୀର ପାତ୍ରଙ୍କ ବିୟୋଗରେ ମୁଁ ମର୍ମାହତ ।ଜଣେ ଓଡ଼ିଆ ସାଉଣ୍ଡ ଇଂଜିନିୟର ଭାବେ ବଲିଉଡରେ ଖୁବ ନାଁ କମେଇଥିଲେ ସମୀର ।ତାଙ୍କ ଆତ୍ମାର ସଦଗତି ପାଇଁ ମୋର ଈଶ୍ୱରଙ୍କ ନିକଟରେ ପାର୍ଥନା ।

ରାଜଭବନର(ଲୋକ ଭବନ) ଗଣତନ୍ତ୍ର ଦିବସ ପାଳନ ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ ଉପସ୍ଥିତ ରହିବା ଅବସରର କିଛି ସ୍ମରଣୀୟ ମୁହୂର୍ତ୍ତ ।...
26/01/2026

ରାଜଭବନର(ଲୋକ ଭବନ) ଗଣତନ୍ତ୍ର ଦିବସ ପାଳନ ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ ଉପସ୍ଥିତ ରହିବା ଅବସରର କିଛି ସ୍ମରଣୀୟ ମୁହୂର୍ତ୍ତ ।


Wishing all the best to our talented students as they embark on their bright futures. May their dreams take them to grea...
20/01/2026

Wishing all the best to our talented students as they embark on their bright futures. May their dreams take them to great heights. 🎓

ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।।
01/01/2026

ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।।

ଚଳଚ୍ଚିତ୍ର ଜଗତକୁ ଆଗକୁ ନେବାକୁ ହେଲେ ଭଲ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାକୁ ହୁଏ ,ଭଲ ଚଳଚ୍ଚିତ୍ରଟିଏ କରିବାପାଇଁ ଅନେକ ଚଳଚ୍ଚିତ୍ର ଦେଖି ସେଥି...
23/12/2025

ଚଳଚ୍ଚିତ୍ର ଜଗତକୁ ଆଗକୁ ନେବାକୁ ହେଲେ ଭଲ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାକୁ ହୁଏ ,ଭଲ ଚଳଚ୍ଚିତ୍ରଟିଏ କରିବାପାଇଁ ଅନେକ ଚଳଚ୍ଚିତ୍ର ଦେଖି ସେଥିରୁ ଅନୁଶୀଳନ କରିବାକୁ ହୁଏ ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି, ପ୍ରେକ୍ଷାଳୟ ଏବଂ ଚଳଚ୍ଚିତ୍ର ଉତ୍ସବର ଆବଶ୍ୟକତା ରହିଛି ।ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ତରଫରୁ ରାଜ୍ୟ ସ୍ତରୀୟ ଚଳଚ୍ଚିତ୍ର ଉତ୍ସବ ବା State Level Film Festival ଆୟୋଜନ କରିବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଥିଲା ଏଥିରେ ରାଜ୍ୟର ସୁନାମଧନ୍ୟ ନିର୍ଦ୍ଦେଶକ ,ପ୍ରଯୋଜକ,ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଇନଷ୍ଟିଚ୍ୟୁଟର ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ସେମାନଙ୍କ ମତାମତ ରଖିଥିଲେ ଏବଂ ଖୁବ ଶୀଘ୍ର ଏହାକୁ ଫଳପ୍ରଦ କରିବାକୁ ନିଷ୍ପତ୍ତି ନିଆଗଲା ।



ମୁଁ ଓ ମୋ ଟିମ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ ।
24/11/2025

ମୁଁ ଓ ମୋ ଟିମ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ ।




Address

Barmunda Housing Board Colony
Bhubaneswar
751003

Website

Alerts

Be the first to know and let us send you an email when Himansu Khatua posts news and promotions. Your email address will not be used for any other purpose, and you can unsubscribe at any time.

Share