Great Odisha

Great Odisha Odisha's Web Portal

All about greatodisha.com
the number one website of Orissa

Great Odisha Home Page: http://www.greatodisha.com/

Odisha Video : http://video.greatodisha.com/

Odisha Yellow Page: http://yellowpages.greatodisha.com/

Odisha News : http://news.greatodisha.com/

Odia Songs : http://music.greatodisha.com/

Odia Movies : http://movies.greatodisha.com/

Odia Recipe : http://recipe.greatodisha.com

/

Odia EBook : http://ebook.greatodisha.com/

Odisha Gallery : http://gallery.greatodisha.com/

Odisha Tourism : http://trip.greatodisha.com/

Odisha Review : http://review.greatodisha.com/

UTKALAMANI GOPABANDHU SIKSHYA, SWABHIMAAN O TYAGA MEDHABRUTI 2020 : NRI ସତ୍ଯ ସୁତାରଂକ ଦ୍ୱାରା ମ୍ୟାଟ୍ରିକ ଟପ୍ପର ଜିତେନ୍ଦ୍ର ମହ...
11/11/2020

UTKALAMANI GOPABANDHU SIKSHYA, SWABHIMAAN O TYAGA MEDHABRUTI 2020 : NRI ସତ୍ଯ ସୁତାରଂକ ଦ୍ୱାରା ମ୍ୟାଟ୍ରିକ ଟପ୍ପର ଜିତେନ୍ଦ୍ର ମହାଲିକକୁଂ ୧ ଲକ୍ଷ ଟଙ୍କାର ମେଧାବୃତ୍ତି ପ୍ରଦାନ

ଓଡିଆ ଜାତି ଓ ମାଟି ପାଇଁ ଉତ୍କଳମଣି ପଣ୍ଡିତ ଗୋପବଂଦ୍ଧୁ ଦାସ ଦାସଙ୍କର ଅବଦାନ ଅତୁଳନୀୟ | ସର୍ବଦା ସ୍ୱାଭିମାନୀ ହୋଇ ଶିକ୍ଷା ଓ ତ୍ଯାଗକୁ ପ୍ରାଧାନ୍ଯ ଦେଇ ଆସିଥିବା ଗୋପବଂଦ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁଦୁର ସିଂଗାପୁର ରେ ଥିବା ଓଡିଆ NRI ସତ୍ଯ ସୁତାର ଆରମ୍ଭ କରିଛନ୍ତି ଏକ ଅଭିନବ ପ୍ରୟାସ | ଓଡିଶାରେ ଚଳିତ ବର୍ଷ ଓଡିଶାର ମାଟ୍ରିକ୍ ଟପ୍ପର ଜିତେନ ମହାଲିକକୁଂ "ଉତ୍କଳମଣି ଗୋପବଂଦ୍ଧୁ ଶିକ୍ଷା, ସ୍ୱାଭିମାନ ଓ ତ୍ଯାଗ ମେଧାବୃତ୍ତି" ଦ୍ବାରା ସନ୍ମାନିତ କରିବା ସହ ସନ୍ମାନ ସ୍ବରୁପ ୧ ଲକ୍ଷ ଟଙ୍କା ପ୍ରଦାନ କରିଚ୍ଚନ୍ତି | ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ, ଓଲିଉଡର ବର୍ଷିୟାନ ଅଭିନେତା ପ୍ରଦ୍ଯୁମ୍ନ ଲେଂକା, ପୁର୍ବତଟ ରେଳବାଇର Ex- Principal Chief Safety Officer ସୁଧାନ୍ସୁ ସେଖର ମିଶ୍ର ଉପସ୍ଥିତ ରହି ଓଡିଶାର ଗର୍ବ ଜିତେନ ମହାଲିକକୁଂ ସନ୍ମାନିତ କରିବା ସହ ଏହି ବ୍ରୁତି ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ରେ ଯୁବ ଚଳଚ୍ଚିତ୍ର ନିର୍ମାତା ସାନ୍ତନୁ କୁମାର ସିଅ ଏହି ବ୍ରୁତ୍ତି ସମ୍ବନ୍ଧରେ ଅଧିକ ତଥ୍ଯ ପ୍ରଦାନ କରିବା ସହ ଏହି ବ୍ରୁତ୍ତି ଉଦ୍ଦେଶ୍ଯ ରେ ଏକ କ୍ଷୁଦ୍ର ଚଳଚିତ୍ର THE TOPPER ନି୍ରମୀତ ହୋଇଥିବାର ସୁଚନା ଦେଇଥିଲେ।
କାର୍ଯ୍ୟକ୍ରମ ର ପରିଚାଳନା ଆନି ସତ୍ଯପଥୀ କରିଥିବା ବେଳେ ସ୍ବସ୍ତୀକା ପନ୍ଡା ଧନ୍ଯବାଦ ଅର୍ପଣ କରିଥିଲେ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ଫକୀରପୁର ଗ୍ରାମରେ ଜନ୍ମିତ ସତ୍ଯ ସୁତାର ଏବେ ସିଂଗାପୁରରେ FOOD EMPIRE କମ୍ପାନୀ ରେ ସାଧାରଣ ନିର୍ଦେଶକ ଭାବେ କାର୍ଯ୍ୟରତ | ଓଡିଶା ପାଣିପଵନରେ ବଡ ହୋଇଥିବା ହେତୁ ନିଜ ମାଟି ଓ ଲୋକଂକ ପାଇଁ କିଛି କର୍ତବ୍ୟ ବହନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସତ୍ଯ ସୁତାର | ନିଜର ଅବସମ୍ଭାବ୍ଯ ସମୟ ଓ ଆର୍ଥିକ ସମ୍ଭଳରୁ ସେ ଏହି ରାଶି ପ୍ରଦାନ କରିବେ | ପ୍ରତିବର୍ଷ ଏହି ବୃତ୍ତି ରାଶି ଦ୍ୱାରା ଓଡିଶା ମାଧ୍ଯମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରିକ୍ଷା ରେ ଟପ୍ପର ହେଉଥିବା ଛାତ୍ର ବା ଛାତ୍ରୀ ନିଜ ସ୍ୱପ୍ନ ପଥରେ ଆଗେଇବା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ଓ ତତ୍ପର ହୋଇପାରିବେ ବୋଲି ଆଶା ରଖିଛନ୍ତି ସତ୍ଯ |

Source: Santanu Kumar Sia

Thank You From Great Odisha Team Santanu Kumar Sia

https://youtu.be/yQtI70MUxhc
15/09/2019

https://youtu.be/yQtI70MUxhc

Presenting A Very Unique Song To All The viewers Of Odisha. 🎧 SONG CREDITS ♫ Song :Cuttackia Pua Sambalpuria jhia(Studio Version) ♫ Singer : Asit Tripathy(Mu...

17/08/2019
01/03/2019
27/11/2018

Proud of my Great Odisha... HOCKEY MEN'S WORLS CUP, BHUBANESWAR

Send a message to learn more

26/07/2018

Hello friends, we are presenting our new video on facts about Odisha State its tourism, dance and food, Our effort to bring every detail about all the states...

ଟ୍ରେନରେ ବିକ୍ରି ହେଉଥିବା ଖାଦ୍ୟକୁ କେତେ ସୁରକ୍ଷିତ ରଖାହେଇଛି ଦେଖନ୍ତୁ ଆପଣମାନଙ୍କୁ ଅନୁରୋଧ ବହୁମାତ୍ରାରେ share କରନ୍ତୁ
26/07/2018

ଟ୍ରେନରେ ବିକ୍ରି ହେଉଥିବା ଖାଦ୍ୟକୁ କେତେ ସୁରକ୍ଷିତ ରଖାହେଇଛି ଦେଖନ୍ତୁ ଆପଣମାନଙ୍କୁ ଅନୁରୋଧ ବହୁମାତ୍ରାରେ share କରନ୍ତୁ

14/07/2018

05/04/2018

Unravel the lesser known facets of Indian states in this new series. So here it is, some mind blowing facts I bet you didn't know about Odisha! Check out all...

Address

B57/2, Chandaka Industrial Estate, Patia
Bhubaneswar
751024

Alerts

Be the first to know and let us send you an email when Great Odisha posts news and promotions. Your email address will not be used for any other purpose, and you can unsubscribe at any time.

Share